
Description
ପ୍ରାଚୀନ ଶିବ ସ୍ୱରୋଦୟ ଜ୍ଞାନ ଆଧାରରେ ଶ୍ୱାସର ପ୍ରବାହ, ସ୍ୱର, ନାଡି ଓ ତତ୍ତ୍ୱକୁ ବୁଝିବାର ଏକ ଗଭୀର ଏବଂ ପ୍ରାୟୋଗିକ ଆଲୋଚନା ଏହି Sessionରେ କରାଯାଇଛି। ଶିବ ସ୍ୱରୋଦୟକୁ ସ୍ୱର ବିଜ୍ଞାନର ଏକ ପ୍ରମୁଖ ପାରମ୍ପରିକ ଗ୍ରନ୍ଥ ଭାବେ ବର୍ଣ୍ଣନା କରାଯାଏ। �
✨ ଏହି Classରେ ଜାଣିବେ:
🔹 ଶିବ ସ୍ୱରୋଦୟ କ’ଣ?
🔹 ସ୍ୱର ବିଜ୍ଞାନର ମୌଳିକ ଧାରଣା
🔹 ସ୍ୱର ଓ ଶ୍ୱାସ ପ୍ରବାହର ସମ୍ପର୍କ
🔹 ଇଡା (Ida), ପିଙ୍ଗଳା (Pingala) ଓ ସୁଷୁମ୍ନା (Sushumna)
🔹 ସ୍ୱର ଓ ପଞ୍ଚତତ୍ତ୍ୱର ସମ୍ପର୍କ
🔹 ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ତତ୍ତ୍ୱ
🔹 ଶ୍ୱାସ ମାଧ୍ୟମରେ ସ୍ୱରକୁ Observe କରିବା
🔹 ନାଡି ଶୋଧନ ଓ ଶ୍ୱାସ ସଚେତନତା
🔹 ସ୍ୱର ଅବଲୋକନର ପ୍ରାୟୋଗିକ ଦିଗ
🔹 ଦୈନନ୍ଦିନ ଜୀବନରେ Swara Awarenessର ଗୁରୁତ୍ୱ
🌸 ଶ୍ୱାସକୁ ଜାଣନ୍ତୁ…
ସ୍ୱରକୁ ବୁଝନ୍ତୁ…
ତତ୍ତ୍ୱକୁ ଅନୁଭବ କରନ୍ତୁ…
ନିଜ ଚେତନାକୁ ଜାଗ୍ରତ କରନ୍ତୁ।
🙏 ଏହି Recordingଟି Swara Vigyan, Shiva Swarodaya, Nadi ଓ Tattva ବିଷୟରେ ଆଗ୍ରହୀ ଶିକ୍ଷାର୍ଥୀ ଓ ସାଧକମାନଙ୍କ ପାଇଁ ଉପଯୋଗୀ ହୋଇପାରେ।
📌 GSMANTRA OCCULT GURUKUL
👤 Coach Gangadharr VPradhan – Life Coach (Occult)
📞 8337925733