
Description
VEDIC PARENTING
Nurturing Happy Children for a Better Tomorrow
Vedic Parenting ହେଉଛି ପ୍ରାଚୀନ ବୈଦିକ ଜ୍ଞାନ ଓ ଆଧୁନିକ Parenting principles ର ଏକ ସୁନ୍ଦର ସମନ୍ୱୟ। ଏହି Course ର ଲକ୍ଷ୍ୟ ହେଉଛି ପିଲାକୁ କେବଳ ଭଲ ପଢ଼ାଇବା ନୁହେଁ, ବରଂ ତାଙ୍କୁ Confident, Responsible, Disciplined, Emotionally Strong ଏବଂ Happy Human Being ଭାବରେ ଗଢ଼ି ତୋଳିବା।
🎯 ଏହି Course ରେ ଆପଣ ଶିଖିବେ:
✅ ପିଲାର True Nature ଓ Psychology କୁ ବୁଝିବା
✅ ପିଲା ସହିତ Strong Emotional Bond ଓ Trust ଗଢ଼ିବା
✅ Vedic Principles ଦ୍ୱାରା Conscious Parenting
✅ ପିଲାର Sanskar, Values ଓ Discipline ବିକଶିତ କରିବା
✅ ପିଲାର Confidence ଓ Self-Esteem ବଢ଼ାଇବା
✅ ପିଲାର Behaviour ପଛରେ ଥିବା କାରଣକୁ ବୁଝିବା
✅ Positive Communication ଓ Effective Parenting Techniques
✅ ପିଲାକୁ Responsible ଓ Independent କରିବା
✅ ଘରକୁ ଏକ Positive & Peaceful Learning Environment ରେ ପରିଣତ କରିବା
🌱 ମନେ ରଖନ୍ତୁ:
“ପିଲାକୁ ବଦଳାଇବା ପୂର୍ବରୁ, ପିଲାକୁ ବୁଝନ୍ତୁ।”
t
🌟 VEDIC PARENTING
Ancient Wisdom • Conscious Parenting • Brighter Future
Presented by
Coach Gangadharr VPradhan, Life Coach (Occult) Swar Vigyan Expert..
GSMANTRA OCCULT GURUKUL 🙏